ଲଗାଣ ବର୍ଷା ବଢ଼ାଉଛି ସମ୍ବଲପୁରବାସୀଙ୍କ ଦୁଃଖ : ହୀରାକୁଦ କଲୋନିରେ ୩ ଫୁଟ ପାଣି

ସମ୍ବଲପୁର: ଲଗାଣ ବର୍ଷା ସମ୍ବଲପୁରବାସୀଙ୍କ ଦୁଃଖ ବଢ଼ାଉଛି। ଗତକାଲିଠାରୁ ସହରରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସବୁଠାରୁ ଅଧିକ ବିପରୀତ ପରିସ୍ଥିତିର ସାମ୍ନା କରୁଛନ୍ତି ହୀରାକୁଦ କଲୋନିବାସୀ। ଏହି କଲୋନି ଦେଇ ଯାଇଥିବା ଧୋବିଯୋର ନାଳ ସହରର ବର୍ଜ୍ୟ ଜଳ ମହାନଦୀରେ ନିଷ୍କାସିତ ହୋଇଥାଏ। କିନ୍ତୁ ଏବେ ମହାନଦୀ ଜଳସ୍ତର ଉଚ୍ଚ ଥିବାରୁ ସହରୁ ଜଳ ନିଷ୍କାସନ ପାଇଁ ବିନାଖଣ୍ଡି ଠାରେ ଥିବା ଧୋବିଯୋର … Continue reading ଲଗାଣ ବର୍ଷା ବଢ଼ାଉଛି ସମ୍ବଲପୁରବାସୀଙ୍କ ଦୁଃଖ : ହୀରାକୁଦ କଲୋନିରେ ୩ ଫୁଟ ପାଣି